ଅମ୍ଫାନ ଅପଡେଟ-୬ : ଏସ୍. ଆର୍. ସି ଙ୍କ ପ୍ରେସ ମିଟ
ବର୍ତ୍ତମାନ ଅମ୍ଫାନକୁ ନେଇ ଏସ୍. ଆର୍. ସି ପ୍ରଦୀପ ଜେନା ଦେଇଥିବା ତାଜା ଅପଡେଟ
- ବାତ୍ୟା ଅମ୍ଫାନ ଏବେ ଓଡିଶା ଛାଡି ପଶ୍ଚିମବଙ୍ଗ ମୁଁହା ହୋଇଛି
- ପଶ୍ଚିମବଙ୍ଗର ସୁନ୍ଦରବନ ରେ ଲ୍ୟାଣ୍ଡଫଲ କରିପାରେ
- ସନ୍ଧ୍ୟା ୫ ଟା ପରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇପାରେ, ପୁରା ଦୁଇଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା
- ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୫୫-୧୬୫ ମଧ୍ୟରେ ରହିବ
- ପବନର ସର୍ବାଧିକ ବେଗ ୧୮୦ ପର୍ଯ୍ୟନ୍ତ ହୋଇପାରେ