ଓଡ଼ିଶାରେ ଅଣାୟତ କରୋନା : ଆଜି ସର୍ବାଧିକ ୭୫୫ ଆକ୍ରାନ୍ତ

ଭୁବନେଶ୍ୱର : ଦିନକୁ ଦିନ କରୋନା ଅଣାୟତ ହୋଇ ଚାଲିଛି । ଆଜି ରାଜ୍ୟରେ ସର୍ବାଧିକ 755 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଆଜି ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ଚିନ୍ହଟ ହୋଇଛନ୍ତି ।

ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 247 ଜଣ ସ୍ଥାନୀୟ ଓ 508 ଜଣ ସଙ୍ଗରୋଧରୁ ଚିନ୍ହଟ ହୋଇଛନ୍ତି । ତେବେ ଏଥିସହ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11956 ରେ ପହଁଚିଛି । ଆଜି କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଜଣାଇ ଦିଆଯାଇଛି ।

https://twitter.com/IPR_Odisha/status/1281455083327066112?s=19

Leave a Reply

Your email address will not be published. Required fields are marked *