ଆଉ ୫ କରୋନା ପଜିଟିଭ ଚିନ୍ହଟ

ଭୁବନେଶ୍ୱର: ବାଲେଶ୍ବରରେ ଆଉ ୫ ପଜିଟିଭ ଚିହ୍ନଟ ପରେ ମୋଟ୧୦୮କୁ ଛୁଇଁଲା କରେନା ଆକ୍ରାନ୍ତ ସଂଖ୍ୟା ।

ରାଜ୍ୟରେ ଆଉ ୫ ଜଣ କୋରୋନା ପଜିଟିଭ ଚିହ୍ନଟ
ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ସୂଚନା ଦେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା, ନୂଆ ଚିହ୍ନଟ ରୋଗୀ ମାନଙ୍କ ଷ୍ଟ୍ରେସ ମାପ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।

Leave a Reply

Your email address will not be published. Required fields are marked *